ସମ୍ଭାବ୍ୟ ଆତଙ୍କବାଦୀ ହମଲା କୁ ନେଇ ଜିଲ୍ଲା ପୋଲିସର ସାଗର କବଚ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ )ଆଗାମୀ ଦିନରେ ଜଳ ପଥ ଦେଇ କୌଣସି ଆତଙ୍କବାଦୀ ଯେପରି ପ୍ରବେଶ ନ କରି ପାରନ୍ତି, ଓ ଯଦି ପ୍ରବେଶ କରନ୍ତି ସେମାନଙ୍କୁ କିପରି ମୁକାବିଲା କରାଯିବ, ସେ ନେଇ ଓଡିଶା ପୋଲିସ, ମେରାଇନ ପୋଲିସ, କୋଷ୍ଟ ଗାର୍ଡ ତରଫରୁ ଆରମ୍ଭ ହୋଇଛି ସମ୍ଭାବ୍ୟ ଆତଙ୍କବାଦୀ ହାମଲାର ପ୍ରତି ରୋଧାତ୍ମକ ସାଗର କବଚ ଵା ମଗ ଡ୍ରିଲ l ଏହି ମଗ ଡ୍ରିଲ, ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲି ବାକୁ ଥିବା ବେଳେ, ଅସ୍ତରଙ୍ଗ ଥାନା ଆଇ ଆଇ ସି, ଦୁର୍ଗା ଚରଣ ମହାପାତ୍ର, ନୂଆଗଡ ସାମୁଦ୍ରିକ ଥାନା ଅଧିକାରୀ ଜଗନ୍ନାଥ ବେହେରା ଙ୍କ ନେତୃତ୍ୱ ରେ ଦେବୀ ମୁହାଁଣ ତଟ ଅଥଳ ଜଳ ରାଶି ସହ, ସମୁଦ୍ର ତଟ ଅଞ୍ଚଳ ଯଥା,, ନୂଆଗଡ଼, କାଳିଆକଣ, ଅସ୍ତରଙ୍ଗ, ଗୁଣ୍ଡଳବା, ସୁଧୀକେଶ୍ୱର, ସହନ, ଦାଳୁଅକଣୀ ଆଦି ୭ ଗୋଟି ସମ୍ବେଦନ ଶିଳ ସ୍ଥାନରେ କଡା ସୁରକ୍ଷା ଗ୍ରହଣ କରା ଯାଇ ବ୍ୟାପକ ପୋଲିସ ମୁତୟନ କରା ଜାଇଅଛି l ସେହି ସବୁ କାର୍ଯ୍ୟକ୍ରମ କୁ ସାମୁଦ୍ରିକ ଥାନା, ଓ ଅସ୍ତରଙ୍ଗ ଥାନାର ଅଧିକାରୀ ପରି ଚାଳନା କରୁଥିବା ବେଳେ, ଶବ- ଇନସପକ୍ଟର ଓ ଏ ଏସ ଆଇ ୬ ଜଣ କନେଷ୍ଟ ବଳ ଓ ହୋମ ଗାର୍ଡ ୩0 ଜଣ. ନିୟୋଜିତ ରହି ସଂଭ୍ୟବ ଆତଙ୍କବାଦୀ ହମଲା କୁ କିପରି ଜଳ ପଥରେ ମୁକାବିଲା କରା ଯାଇ ପାରିବ ସେ ବିଷୟ ରେ ସମର ଭ୍ୟାସ ଜାରି ରଖି ରଖିଥିବା ବେଳେ, ମୁମ୍ବାଇ ୨୦୧୧ ଜଳ ପଥ ଆକ୍ରମଣ ପରେ ଏହି ସମ୍ବେଦନଶୀଲ କାର୍ଯ୍ୟକ୍ରମ କୁ ସରକାର କାର୍ଯ୍ୟକାରୀ କରିଥିବା ଥିବା ଜଣା ପଡିଛି l

0
0
0
s2sdefault