ଭାଲୁଡୁଙ୍ଗୁରି ଗାଁ ରେ ତ୍ରିଲୋଚନ ନେତ୍ର ନିକେତନ ମିଳିତ ଆନୁକୂଲ୍ୟରେ କଲେ ନେତ୍ର ଚିକିତ୍ସା କାର୍ଯ୍ୟକ୍ରମ
ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଳି ପଂଚାୟତ ଭାଲୁଡୁଙ୍ଗୁରି ଗାଁ ରେ ଅବସର ପ୍ରାପ୍ତ ଯବାନ ସୁରେନ୍ଦ୍ର ସାହୁ କରିଛନ୍ତି ନିଆରା ପ୍ରୟାସ |
ଗାଁ ରେ ଥିବା ଦୃଷ୍ଟି ବାଧିତ ଲୋକ ତଥା ଆଖ ପାଖ ଅଞ୍ଚଳ ର ଲୋକଙ୍କ ପାଇଁ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ତ୍ରିଲୋଚନ ନେତ୍ର ନିକେତନ ବଲାଙ୍ଗୀର ସହିତ ମିଳିତ ଆନୁକୂଲ୍ୟରେ ଦିନି କିଆ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ କରିଛନ୍ତି I କାର୍ଯ୍ୟକ୍ରମ ରେ ପ୍ରାୟ 150ଲୋକ ନିଜ ର ଆଖି ପରୀକ୍ଷା କରାଇ ଥିବା ଵେଳେ ସେଥିରୁ ମୋତିଆ ବିନ୍ଦୁ ଚକ୍ଷୁ ରୋଗୀ ଙ୍କୁ ଚିହ୍ନଟ କରି ଅପରେସନ ପାଇଁ ବଲାଙ୍ଗୀର ସ୍ଥିତ ଚକ୍ଷୁ ଚିକିତ୍ସା ଳୟ କୁ ନିଆ ଯାଇଛି I ସୁରେନ୍ଦ୍ର ଙ୍କ ନିସ୍ଵାର୍ଥ ପର ସମାଜସେବା ପାଇଁ ଅଞ୍ଚଳ ରେ ଭୁରି ଭୁରି ପ୍ରଶଂସା କରିଛନ୍ତି |