ହେଡଲାଇନସ୍:

ରୋଜଗାର ପାଇଁ ଯାଇ ହାତ ହରାଇଥିବା ରୀନା କୁ ଭେଟିଲେ ଜ଼ିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପୁର :-ରୋଜଗାର ପାଇଁ ମଧ୍ୟପ୍ରଦେଶ ଯାଇ ହାତ ହରାଇ ଫେରିଥିବା ରୀନା ମହାନନ୍ଦ ଙ୍କୁ ତାଙ୍କ ବିଜେପୁର ନିକଟ ପଡ଼ା ଗ୍ରାମକୁ ଯାଇ ବିଜେପୁର ଜୋନ ୨ର ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ତାଙ୍କ ଏ ଦୁର୍ଦ୍ଦଶା ଏବଂ ସ୍ଥିତାବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।  ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲା l

0
0
0
s2sdefault