ହେଡଲାଇନସ୍:

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ହାଇୱା ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ ଶାସକ ପ୍ରଶାସକ ନିୟୁଜ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ତ କେସିଙ୍ଗା ୱାଏ ରସ୍ତା ରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇବା ଜଳିଗଲା।ଡ୍ରାଇଭର ଡେଇଁ ବାରୁ ବର୍ତ୍ତିଗଲେ।ଡ୍ରାଇଭର ଗୁରୁତର।କଳାହାଣ୍ଡି କେସିଙ୍ଗା ରାଜଲକ୍ଷ୍ମୀ କଂଷ୍ଟ୍ରକସନ ଠିକା ସଂସ୍ଥା ଆର ଓ ବି ରାସ୍ତା ନିର୍ମାଣ କରୁଥିବାବେଳେ ଏକ ହାଇବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ହାଇବା ସମ୍ପୂର୍ଣ୍ଣ ଜଳି ଯାଇଛି।ଡ୍ରାଇଭର ପ୍ରତ୍ୟୁଷ ଗୁରୁତର ହୋଇଛନ୍ତି।ଡ୍ରାଇଭର ଗାଡି ରୁ ଡେଇଁ ପଡିବାରୁ ତାଙ୍କ ଜୀବନ ବଂଚି ଯାଇଛି।

0
0
0
s2sdefault