ହେଡଲାଇନସ୍:

ରକ୍ତ ଦାନ ଶିବିର ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ପାଳନ ଅବସର ରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାନଦିହ ଠାରେ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ବାସୁଦେବପୁର ବିଜେପି ବିଧାନ ସଭା ପ୍ରାର୍ଥୀ ଓ ବାସୁଦେବପୁର ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ଵ ରେ ଏହି ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ସ୍ଥାନୀୟ ନାୟକାନଦିହ୍  ଠାରେ ଏହି ଶିବିର ରେ ବହୁ କର୍ମୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି ସେଚ୍ଛାକୃତ୍ ଭାବ ରେ ରକ୍ତ ଦାନ କରି ଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟ କର୍ମ ରେ ପ୍ରତାପ କୁମାର ନାୟକ, ଜୟ ପ୍ରକାଶ ମଲ୍ଲିକ, ଗିରିଜା ଶଙ୍କର ନାୟକ, ସହ ପରେଶ ସାହୁ,ଲିଙ୍କନ ଦଳାଇ, ଉମାକାନ୍ତ ଦାଙ୍ଗୁଆ, ବଂଶୀଧର ବିଶ୍ଵାଳ, ବିଦ୍ୟାଧର ବେହେରା, ରମେଶ ଘଡାଇ, ମାନସ ନାୟକ, ଆଶୁତୋଷ ସାମଲ, ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।

0
0
0
s2sdefault