ହେଡଲାଇନସ୍:

ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ରେ ବନମହୋତ୍ସବ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ରେ ବନମହୋତ୍ସବ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି / ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୁଳପତି ଡ଼ ଏ ଭି ଏନ ଏଲ ଶର୍ମା , ରେଜିଷ୍ଟ୍ରାର ଡ଼ ଏନ ଭି ଜଗନ୍ନାଧା ରାଓ , ସ୍କୁଲ ଅଫ ଇଂଜିନିରିଂ ର ଡିନ ଡ଼ ଏ ବି ଶ୍ରୀନିବାସ ରାଓ , ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ପ୍ରମୁଖ ଯୋଗ ଦେଇ ପ୍ରଥମେ ଚାରାରୋପଣ କରି ଶୁଭଉଦଘାଟନ କରିଥିଲେ / ଏହି ଅବସରରେ ଗୁଣୁପୁର ବନ ବିଭାଗର ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର , ବନପାଳ ଶିବାନୀ ପାତ୍ର , ବନରକ୍ଷୀ ସସ୍ମିତା ପାତ୍ର ,ସ୍ୱପ୍ନା ବାଉରୀ , ରାମ କୃଷ୍ଣ ନାୟକ ,ରତ୍ନମାଳା ହିଆଲା ଓ ସୂର୍ଯ୍ୟ ନାରାୟଣ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ / ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ଡ଼ ପ୍ରେମସନୁ ଶେଖର ରଥ ୟୁନିଟ-୧ , ଘନିଷ୍ଠା ପୃଷ୍ଟି ,ୟୁନିଟ-୨, ବାଣୀ ପ୍ରସାଦ ନାୟକ ,ପ୍ରମୋଦ ରଞ୍ଜନ ପଣ୍ଡା , ସେବା ଯୋଜନା ର ସମସ୍ତ ସଦସ୍ୟ,କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସେହିପରି ସମର ଶିକ୍ଷାର୍ଥୀ ବାହିନୀର ସି ଟି ଓ ଡ଼ . ତାପସ ପାଣିଗ୍ରାହୀଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ,ଅଧ୍ୟାପକ ,ଅଧ୍ୟାପିକା ,ଛାତ୍ର ଛାତ୍ରୀ ଯୋଗ ଦେଇ ଚାରା ରୋପଣ କରିଥିଲେ /

 

0
0
0
s2sdefault