ହେଡଲାଇନସ୍:

ଦିବ୍ୟାଙ୍ଗ ମାନଙ୍କୁ ସୁରକ୍ଷା ଦେବା ଆମ ମାନବିକ ଓ ନୈତିକ କର୍ତ୍ତବ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ,ସୁରକ୍ଷା ଓ ତାଲିମ ନିତାନ୍ତ ଜରୁରୀ । ଏ'ସମାଜ ଏହି ମାନଙ୍କ ମଙ୍ଗଳ କାମନା କରେ।ସାମ୍ବିଧାନିକ ଅଧିକାର ସମ୍ପୂର୍ଣ ଏମାନଙ୍କର ରହିଛି। ଆସନ୍ତୁ ମାନବିକତାର, ନୈତିକ  ଅସ୍ତ୍ର ଧରି ଆମେ ଦିବ୍ୟ।ଙ୍ଗ ମାନଙ୍କୁ ସୁରକ୍ଷାଦେବା। ବୋଲି ଏଠାରେ ଆୟୋଜିତ କର୍ମଶାଳାରେ  ମତ ପ୍ରକାଶ ପାଇଛି  | ଡକ୍ଟର କଲ୍ୟାଣୀ  ମିଶ୍ରଙ୍କ ତତ୍ୱବାଧାନରେ ୬୩ଜଣ ପାରଳାଖେମୁଣ୍ଡି ମହିଳ।ମହାବିଦ୍ୟାଳୟ( ଡିଗ୍ରୀ )ଛାତ୍ରୀ ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟ ଠାରେ ଅନୁଷ୍ଠିତ କର୍ମଶାଳା ରେ ଯୋଗଦ।ନ କରି ଥିଲେ। ଅଧ୍ୟକ୍ଷା ରୀନା ସାହୁଙ୍କ ନିର୍ଦେଶନା ରେ ଅନୁଷ୍ଠିତ ଏହି କର୍ମଶାଳା ଶିକ୍ଷାବିଭାଗର ଦିବ୍ୟ।ଙ୍ଗ ଓ ତାର ପ୍ରତିକାର ଏବଂ ସୁସ୍ଥ ସମାଜଗଠନ ସମ୍ପର୍କରେ ଆଲୋଚନା ହେଲା । ଡକ୍ଟର ଅଜୟ ତ୍ରିପାଠୀ,, ବିଚିତ୍ର।ନନ୍ଦ ବେବର୍ତା,,ସ୍ନେହଲତ। ପାଣିଗ୍ରାହୀ,, ଜୋସ୍ନ। ଡ଼।କୁଆ,,ସମ୍ପଦ କୁମାର,,ସାସ୍ବତୀ ବେବର୍ତା ପ୍ରଭୁତି କାର୍ଯକ୍ରମକୁ ପରିଚାଳନା କରିଥିଲେ।। ଅପରାହ୍ନରେ ଫିଜିଓଥେରଫି  ଓ ତ।ର କାର୍ଯ୍ୟକାରିତା ଉପରେ ତର୍କ ଏବଂ ଅଲୋଚନା ହୋଇଥିଲା।

0
0
0
s2sdefault