ହେଡଲାଇନସ୍:

ପାଇକମାଳ ହାଇସ୍କୁଲ ରେ ବିଷୟ ସମୃଦ୍ଧି ଶିବିର ଉଦ୍ଘାଟିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳରେ ଦ୍ଵି ଦିବସୀୟ ବିଷୟ ସମୃଦ୍ଧି ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଉଦ୍ଘାଟିତ ହୋଇ ଯାଇଛି l ଆୟୁର୍ବେଦିକ କଲେଜ ର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶରତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍ଘାଟନ କରିଥିଲେ l ଏ.ବି.ଇ.ଓ ଧଲେନ୍ଦ୍ର କୁମାର ବାରିକ ଶିବିର ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏ.ବି.ଓ ରାଧେଶ୍ୟାମ ମେହେର ଓ ସୁଶାନ୍ତ କୁମାର ସାହୁ ମଞ୍ଚlସୀନ ଥିଲେ ପ୍ରଶିକ୍ଷଣ ରେ ପାଇକମାଳ ବ୍ଲକ ୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦୋଲମଣି ମାହାର,ବ୍ରଜ କିଶୋର ଜେନା, ରଞ୍ଜନ ବାଗ ପ୍ରମୁଖ ୧୨ସାଧନ କର୍ମୀ ପ୍ରଶିକ୍ଷଣ ଦେଉଛନ୍ତି l ତ୍ରିଲୋଚନ ନାୟକ ଶିବିର ପରିଚାଲନା କରିଥିଲେ।

0
0
0
s2sdefault