ହେଡଲାଇନସ୍:

ଶ୍ରୀ ସତ୍ୟ ସାଇବାବା ଙ୍କ ୯୮ ଜୟନ୍ତୀ ପାଳନ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଶ୍ରୀ ସତ୍ୟ ସାଇବାବା ଙ୍କ ୯୮ ବର୍ଷ ଜନ୍ମ ଦିନ ଅବସରରେ ଗୁଣୁପୁର ସହରରେ ଥିବା ସାଇବାବା ଙ୍କ କମିଟି ସଦସ୍ୟ ଏବଂ ଭକ୍ତଙ୍କ ଦ୍ବରା ସକାଳ ମନ୍ଦିରରେ ବାବାଙ୍କ ନିତ୍ୟ ପୂଜା କରିବା ପରେ ୯ ଘଣ୍ଟା ସମୟରେ ସାଇଵାଵା ଙ୍କ ପତି ମୂର୍ତ୍ତିକୁ ନଗର ପରିକ୍ରମା କରିଥିଲେ ଏଥିରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ଛୋଟ ପିଲାଙ୍କ ଦ୍ବରା ନାଚ ଗୀତ ସହ ନଗର ପରିକ୍ରମା କରିଥିଲେ। ଏହା ପରେ ୧୨ ଘଣ୍ଟା ସମୟରେ ଭକ୍ତଙ୍କୁ ସାମୂହିକ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

 

0
0
0
s2sdefault