ଭୁବନେଶ୍ୱର: 08032/08031 ଭଦ୍ରକ - ବାଲେଶ୍ୱର - ଭଦ୍ରକ ମେମୁ ଚଳିତ ମାସ 23 ରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ l ବାଲେଶ୍ୱର - ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ - ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଅଛି l
ରାଜ୍ୟ
ଭଦ୍ରକ - ବାଲେଶ୍ୱର - ଭଦ୍ରକ ମେମୁ ସାମୟିକ ବାତିଲ
- Hits: 289








