ହେଡଲାଇନସ୍:

ଏଡ ତାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ରକ୍ଷାଣା ବେକ୍ଷଣ ଦାବି ରେ ଧାରଣା ଓ ପ୍ରତିବାଦ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର:  ବାସୁଦେବପୁର ବ୍ଳକ ଅନ୍ତର୍ଗତ ଏଡତାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ଥାୟୀ ଡାକ୍ତର ନଥିବା ରୁ ଆଖପାଖ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସ୍ଥାୟୀ ଡାକ୍ତର ନିଯୁକ୍ତ ଦାବୀ କରି ଆଜି ଗଗନ ବାବୁ ଛକ ସ୍ଥିତ ପ୍ରାଥମିକ ସ୍ଥାସ୍ବ କେନ୍ଦ୍ର ସମ୍ମୁଖରେ ସ୍ଥାନୀୟ ବୁଦ୍ଧିଜୀବି ଓ ସଚେତନ ନାଗରିକ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଖବର ପାଇ ଥାନା ଅଧିକାରିଣୀ ଓ ତହସିଲଦାର ସେଠାରେ ପହଞ୍ଚିଥିଲେ । ଧାରଣା କରିଙ୍କ ପକ୍ଷରୁ ତହସିଲଦାରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତହସିଲଦାର ଉପରିସ୍ଥି ଅଧିକାରୀଙ୍କ ସହ କଥା ହୋଇ ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

0
0
0
s2sdefault