ହେଡଲାଇନସ୍:

ପୁରୀ-ନୂଆ ଦିଲ୍ଲୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଋଷିକେଶ ରୁ ପୁରୀ ଆସୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଅଧିକ ବିଳମ୍ବରେ ଯାତ୍ରା କରୁଥିବା ହେତୁ ଆଜି ତା 23.04.2023 ରେ ପୁରୀରୁ ଛାଡିବାକୁଥିବା 18477 ପୁରୀ-ନୂଆ ଦିଲ୍ଲୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସକୁ ବାତିଲ କରାଯାଇ ଅଛି l ଟ୍ରେନ ଚଳାଚଳରେ ଅନୁକୂଳ ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି l

0
0
0
s2sdefault