ହେଡଲାଇନସ୍:

ବାଣପୁରରେ ମୁସଲମାନ ଗ୍ରାମରେ ଇଦ୍-ଉଲ୍-ଫିତର୍ ପର୍ବ ପାଳନ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର/ଖୋର୍ଦ୍ଧା:-(ସେକ୍ କୌଶର) ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଇଦ୍-ଉଲ୍-ଫିତର୍ ପର୍ବ | ସାମୂହିକ ନମାଜ୍ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ବାଣପୁରର ମୁସଲମାନ ସାହିର ସେକ୍ ପରିବାର | ଏକ ମାସଧରି ରମଜାନ ଉପବାସ କରୁଥିବା ବେଳେ ଶେଷଦିନରେ ଇଦ୍-ଉଲ୍-ଫିତର୍ ଏକ ପର୍ବ ପଡ଼ିଥାଏ | ଯାହା ଆଜି ବାଣପୁର ଇଦଘା ପଡିଆରେ ଦିନ 9 ଘଂଟିକା ସମୟରେ ଦେଖିବାକୁ ମିଳିଥିଲା | ତାସହ ବାଣପୁର ମୁଖ୍ୟ ରାସ୍ତା ଦେଇ ଯାଉଥିବା କିଛି ଭାଇ ଭଉଣୀ ମାନଙ୍କୁ ସେକ ପରିବାର ତରଫରୁ ପଣାପାଣିର ବ୍ୟବସ୍ଥା କରାଯାଇଥିଲା!!

0
0
0
s2sdefault