ହେଡଲାଇନସ୍:

ପଦ୍ମପୁରରେ ନୂଆ ଥାନା ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ଶାସକ ପ୍ରଶାସକ ): ବରଗଡ଼ ଜିଲ୍ଲା ପଦ୍ମପୁର ଆଦର୍ଶ ଥାନା ର ନୂତନ ଅଧିକାରୀ ଭାବେ ସୁକୁମାର ତ୍ରିପାଠୀ ଯୋଗ ଦେଉଛନ୍ତି l ସେ ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରେ ଅବସ୍ଥାପିତ ଥିଲେ l ବେପାରୱା ଗାଡି ଚାଳନା ଓ ମଦୁଆ ଗାଡି ଚାଳକ ଙ୍କ ଉପରେ ନଜର ରଖିବା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି l ଶ୍ରୀ ତ୍ରିପାଠୀ ହେଉଛନ୍ତି ବଲାଙ୍ଗୀର ସହର ର ମୂଳ ବାସିନ୍ଦା l ପଦ୍ମପୁର ଠାରେ ଥିବା ଥାନା ଅଧିକାରୀ ରାଜେନ୍ଦ୍ର ଶିଆଳ ଝାରସୁଗୁଡା ଜିଲ୍ଲା ବଡ଼ମାଳ ଥାନା ଅଧିକାରୀ ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି l

0
0
0
s2sdefault