ହେଡଲାଇନସ୍:

ଲଘୁଚାପ ଜନିତ ଲଗାଣ ବର୍ଷା: ଝାରବନ୍ଧ ବ୍ଲକର କପାଟି ଓ ଲେରଗାଁରେ ବ୍ୟାପକ କ୍ଷୟକ୍ଷତି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧରୁ ଗୋପାଳକୃଷ୍ଣ ଗର୍ଗ : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କପାଟି ଓ ଲେରଗାଁ ରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିବାବେଳେ,ଝାରବନ୍ଧ ଓ ବସନା(ଛତିଶଗଡ)ମଝିରେ ଥିବା ଚିରାଲ ଏବଂ ଅଡାପାନି ଓ ଚଣ୍ଡିଭଟା ମଝିରେ ଥିବା ଅଡାପାନି ନାଳ ରେ ଅତ୍ୟଧିକ ପାଣି ଆସିବା ଯୋଗୁଁ ରାସ୍ତା ର ଦୁଇ ପାର୍ଶ୍ଵରେ ଘାଇ ହୋଇ ଯାଇଥିଲା ବେଲେ ଯାତାୟାତ ରେ ବାଧକ ସାଜିଛି, କପାଟି ରେ ପିପଲଟିକ୍ରା  ସ୍କୁଲ ଓ ଉଦ୍ୟାନକୃଷି  ଅଫିସ ଗୃହ ରେ 3ରୁ4ଫୂଟ ପାଣି ପୁରିଯାଇଥିବା ଜଣାପଡିଛି |  ବହୁ ଚାଷୀ ମାନଙ୍କ କ୍ଷେତରେ ପାଣି ମାଡି ମାଟି ପାଟି ହୋଇ ଯାଇଛି ଓ ଲେରଗାଁ ପାଖରେ ଥିବା ଗାନିଆରୀ ଜୋରରେ ଅତ୍ୟଧିକ ପାଣି ଆସିଥିବା ଜଣାପଡିଛି | 

 

0
0
0
s2sdefault