ହେଡଲାଇନସ୍:

ଜମଲା ପଞ୍ଚାୟତରରେ ବିଜେଡିର କର୍ମୀ ବୈଠକ : ଦଳରେ ଯୋଗ ଦେଲେ ପଂଚାୟତ ବିଜେପି କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନର ଜମଲା ପଞ୍ଚାୟତର ଜମଲା ଗ୍ରାମରେ ଆଜି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଧାୟକ ମାନ୍ୟବର ବିଧାୟକ ସ୍ୱରୂପ ଦାସ,ମହେନ୍ଦ୍ର ବଢେଇ, ପର୍ଯ୍ୟବେକ୍ଷକ ରୋମାନ୍ସ ବିଶ୍ଵାଳ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଂଜିତ ମହାନ୍ତିଙ୍କ ଉପସ୍ଥିତିରେ ନିର୍ବାଚନୀ କର୍ମୀ ବୈଠକ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ ଶାସନ ଏବଂ ଓଡ଼ିଶାର ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଜମଲା ଗ୍ରାମପଞ୍ଚାୟତର ବିଜେପି କର୍ମୀ ତାଙ୍କ ଦଳ ପରିତ୍ୟାଗ କରି ଆଜି ବିଜୁଜନତା ଦଳର ଆନୁଷ୍ଠାନିକ ଭାବେ ବିଜୁଜନତା ଦଳରେ ଯୋଗଦାନ କରିଛନ୍ତି। ଶ୍ରୀ ଜେନା ସେମାନଙ୍କୁ ସ୍ୱାଗତ କରିବା ସହ ପଂଚାୟତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଶାସନକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |

0
0
0
s2sdefault