ହେଡଲାଇନସ୍:

ଚଳିତ ପାର୍ବଣ ଋତୁରେ କ୍ୟୁନେଟ୍‍ ଅଳଙ୍କାରରେ ନିଜକୁ ସଜାନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: କ୍ୟୁନେଟ୍‍ ଏକ ବିଶ୍ୱସ୍ତରୀୟ ଇ-କମର୍ସ-ଭିତ୍ତିକ ଡାଇରେକ୍ଟ ସେଲିଂ କମ୍ପାନୀ ଯାହା ବିଶ୍ୱବ୍ୟାପୀ ଗ୍ରାହକଙ୍କୁ ଅନନ୍ୟ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଓ ସେବା ଯୋଗାଇଦେବା ସହିତ ଏହିସବୁ ଉତ୍ପାଦକୁ ପ୍ରୋତ୍ସାହିତ କରି ସେମାନଙ୍କୁ ଏକ ବିକ୍ରୟ ବ୍ୟବସାୟ ଗଢିତୋଳିବାକୁ ସୁଯୋଗ ପ୍ରଦାନ କରୁଛି । ବାସ୍ତବିକ ଭାବରେ ଏକ ବିଶ୍ୱସ୍ତରୀୟ ବ୍ୟବସାୟ ପାଲଟିଥିବା କ୍ୟୁନେଟ୍‍ର ସାମର୍ଥ୍ୟ ଆମର ବିବିଧତା ଉପରେ ପର୍ଯ୍ୟବସିତ । ଐତିହ୍ୟ ଦୃଷ୍ଟିରୁ ଆମେ ହୁଏତ ଏସୀୟ ହୋଇଥାଇପାରୁ, କିନ୍ତୁ ଆମର ବିତରକଣ ମଧ୍ୟପ୍ରାଚ୍ୟ, ଦକ୍ଷିଣ ଓ ପୂର୍ବ ଏସିଆ, ଆଫ୍ରିକା, କେନ୍ଦ୍ର ଏସିଆ ଏବଂ ୟୁରୋପରେ ପରିବ୍ୟାପ୍ତ ହୋଇ ରହିଛନ୍ତି । କମ୍ପାନୀର ବିଶ୍ୱସ୍ତରରେ ଉପସ୍ଥିତି ଅନେକ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ଲଘୁ ଉଦ୍ୟୋଗୀ ବିକାଶରେ ସହାୟକ ହୋଇଛି ।
ସମ୍ପ୍ରତି ପାର୍ବଣ ଋତୁ ଚାଲିଥିବାବେଳେ ଆମେ ଯଦି ଅଳଙ୍କାରକୁ ଭଲ ପାଉଥିବା ତେବେ ଏହା କିଣାକିଣି କରିବାର ସମୟ ହୋଇଛି । ଦୀପାବଳି ନିମନ୍ତେ ସଠିକ ଉପହାର ଖୋଜିବା ପ୍ରତିବର୍ଷର ଏକ ସମସ୍ୟା ଯାହାକୁ ଜଣେ ଏଡାଇ ପାରିବେନାହିଁ । ତେବେ କ୍ୟୁନେଟ୍‍ ଇଣ୍ଡିଆରେ ଆପଣ ଗୋଟିଏ ସ୍ଥାନରେ ମନପସନ୍ଦର ଅଳଙ୍କାର ଖୋଜିପାଇବେ, ଏବଂ ଏଭଳି ନିଷ୍ପତ୍ତି ନେବା ମଧ୍ୟ ଏବେ ଅତ୍ୟନ୍ତ ସରଳ ହୋଇଯାଇଛି । ଏକଥା ନିଶ୍ଚିତ କରନ୍ତୁ ଯେ ଆପଣ ନିଜ ପରିବାର ସଦସ୍ୟ ଅଥବା ପାର୍ଟନରଙ୍କ ପାଇଁ ସେହି ସ୍ୱତନ୍ତ୍ର ପାର୍ବଣ ଉପହାର ସଠିକ ସମୟରେ ଯେଭଳି ଖୋଜିବେ । ତେଣୁ ଚଳିତ ବର୍ଷ କାହିଁକି ଅଳଙ୍କାର ପସନ୍ଦ କରିବେ ନାହିଁ?
କିନ୍ନାରୀ ଡାଇସି (ଶୁଦ୍ଧ ଭଲପାଇବା), କିନ୍ନାରୀ ମୀରା (ଗ୍ଲୋରିୟର) ଭଳି କିଛି ଆକର୍ଷଣୀୟ ଏବଂ ଅତି ସୁନ୍ଦର ଲକେଟ ଏବଂ ଇୟରରିଂ ଏଥିରେ ସ୍ଥାନପାଇଛି । ଏଥିସହିତ ଚାଇରୋସ୍‍ ଲିବା (ସମୟର ଉପହାର), ଚାଇରୋସ୍‍ ଆଲ୍ୟୁର (ଗ୍ଲାମ୍‍ ଅପ୍‍) ଭଳି କେତେକ ବିଳାସପୂର୍ଣ୍ଣ ଘଡି ମଧ୍ୟ ଆପଣ ପସନ୍ଦ କରିପାରିବେ ଯାହା ନିଶ୍ଚିତ ଭାବରେ ଆପଣଙ୍କ ପାର୍ବଣ ମାନସିକତାରେ ବୃଦ୍ଧି ଘଟାଇବ ଏବଂ ଚଳିତ ପାର୍ବଣ ଋତୁରେ ନିଶ୍ଚିତ ଭାବରେ ଆପଣଙ୍କୁ କିଛି ଅତିରିକ୍ତ ପ୍ରଦାନ କରିବ ।
କିନ୍ନାରୀ ଡାଇସି(ଶୁଦ୍ଧ ଭଲପାଇବା)କିନ୍ନାରୀ ଡାଇସି ଲକେଟ ଏବଂ ଇୟରରିଂ ୧୪ କ୍ୟାରେଟ ହଳଦିଆ ସୁନା ଏବଂ ଜିଏସ୍‍/ଏସ୍‍ଆଇ୧ ଗ୍ରେଡ ହୀରାରେ ପ୍ରସ୍ତୁତ ସେଟ୍‍ ଯାହା ଏକ ନିରୀହ, ଶୁଦ୍ଧ ଏବଂ ତାଜା ଚେହେରାକୁ ଉପସ୍ଥାପିତ କରିଥାଏ । ଆଧୁନିକ ଯୁବତୀମାନଙ୍କ ନିମନ୍ତେ ଏକ ଟ୍ରେଣ୍ଡି ଏବଂ ବିବିଧତାରେ ଭରପୂର ସେଟ୍‍ ଡାଇସିରେ ଏକ ଅନନ୍ୟ ଫୁଲ ଡିଜାଇନ ହୃତ୍‍ପିଣ୍ଡଭଳି ଏକ ଛବିରେ ଖୋଦିତ ହୋଇଛି । କିନ୍ନାରୀ ଡାଇସି- ପ୍ରତିଟି ମହିଳାଙ୍କ ଆକାଂକ୍ଷିତ ଶୁଦ୍ଧ ଭଲପାଇବାର ସାରତତ୍ତ୍ୱ ଅଟେ!
କିନ୍ନାରୀ ମୀରା(ଗ୍ଲୋରିୟସ୍‍)କିନ୍ନାରୀ ମୀରା ସହିତ ଏକ ଅକୁହା ଚମକ ଆବିଷ୍କାର କରନ୍ତୁ । ନିଶ୍ଚିତ ଭାବରେ ଅନ୍ୟର ଦୃଷ୍ଟି ଆକର୍ଷଣକାରୀ ଏହି ଅଳଙ୍କାର ଅଧିକ ସମୟ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଉପଯୋଗୀ- ତାହା ଅଫିସ ପରିଧାନ ଅଥବା ପାର୍ଟିରେ ପରିଧାନ ପାଇଁ ହେଉ । ଏହି ୧୪ କ୍ୟାରେଟ ଗୋଲାପ ସୁନା ଫୁଲ ଇୟରରିଂ ଏବଂ ଲକେଟ ସେଟ୍‍ ଆପଣଙ୍କ ସୌନ୍ଦର୍ଯ୍ୟକୁ ଉଚ୍ଚତର ସ୍ତରକୁ ନେଇଯିବ! (ଦ୍ରଷ୍ଟବ୍ୟ: ଯୋଗାଇ ଦିଆଯାଉଥିବା ଉତ୍ପାଦ ସହିତ ଚେନ୍‍ ଉପଲବ୍ଧ ନୁହେଁ ।)
ଚାଇରୋସ୍‍ ଲିବା(ସମୟର ଉପହାର)ଚାଇରୋସ୍‍ ଲିବା ଦମ୍ପତି ଘଡି ସଠିକ ଦମ୍ପତିଙ୍କ ନିମନ୍ତେ ପ୍ରସ୍ତୁତ ଏକ ବିଳାସପୂର୍ଣ୍ଣ ଯୋଡା ଘଡି! ଲିବାରେ ନୀଳ ଓ ଧୂସର ରଙ୍ଗର ଆକର୍ଷଣୀୟ ଦୁଇ-ସ୍ତରୀୟ ଡାଏଲ ରହିଛି । ସ୍ୱର୍ଣ୍ଣ ଆସ୍ତରଣ ଥିବା ସମୟ ସୂଚକଗୁଡିକ ଡାଏଲର ସୌନ୍ଦର୍ଯ୍ୟ ବୃଦ୍ଧିକରୁଛି । ଡାଏଲ ଉଚ୍ଚ ସହନଶୀଳ ସାଫାୟାର କ୍ରିଷ୍ଟାଲ କାଚ ଦ୍ୱାରା ସୁରକ୍ଷିତ ଯାହା ୫୦ ମିଟର ଗଭୀରତା ପର୍ଯ୍ୟନ୍ତ ପାଣିରେ ମଧ୍ୟ ଘଡିକୁ ସୁରକ୍ଷା ପ୍ରଦାନ କରୁଛି ।
ଘଡିର ତାଜ୍‍ ଓ ବେଜେଲ ଡାଏଲ ସହିତ ସଠିକ ପରିପୂରକ ହୋଇଛି ଯାହା ଆଇପି ସ୍ୱର୍ଣ୍ଣ ଆସ୍ତରଣରେ ପ୍ରସ୍ତୁତ ହୋଇଛି । ୩୧୬ ଏଲ୍‍ ସର୍ଜିକାଲ-ଗ୍ରେଡ ଇସ୍ପାତ ବେଜେଲ୍‍କୁ ଏକ ସ୍ୱତନ୍ତ୍ର ବର୍ଗରେ ସ୍ଥାନିତ କରୁଛି । ବିଳାସପୂର୍ଣ୍ଣ ଦମ୍ପତିଙ୍କ ଘଡି ଅତ୍ୟନ୍ତ ଉଚ୍ଚ-ମାନର ନୀଳ ରଙ୍ଗର ଚମଡା ଷ୍ଟ୍ରାପ୍‍ରେ ସଜ୍ଜିତ ହୋଇଛି ଯେଉଁଥିରେ ଶୀଘ୍ର ଖୋଲିହେବା ଭଳି ସ୍ପ୍ରିଂ ବାର୍‍ ସୁବିଧା ନିମନ୍ତେ ରହିଛି । ଚମତ୍କାର ୨-ସ୍ତରୀୟ ଡାଏଲ ଡିଜାଇନ ସହିତ ସୁନା ଆସ୍ତରଣ ଥିବା ସମୟ ସୂଚକଗୁଡିକ ଅନନ୍ୟ!
ଲିବା ଜାପାନୀ ମିୟୋତା ଗତିଶୀଳତାରେ ପରିଚାଳିତ ଏବଂ ଏକ ଦମ୍‍ଦାର ଅନୁଭୂତି ପ୍ରଦାନ ସକାଶେ ଉଚ୍ଚକୋଟୀର ଉପାଦାନରେ ନିର୍ମିତ ହୋଇଛି!
ଚାଇରୋସ୍‍ ଆଲ୍ୟୁର(ଗ୍ଲାମ୍‍ ଅପ୍‍) ଚାଇରୋସ୍‍ ଆଲ୍ୟୁର ଦମ୍ପତି ଘଡି ଜାପାନୀ ମିୟୋଟା ଗତିଶୀଳତାରେ ପରିଚାଳିତ । ଏହି ବିଳାସପୂର୍ଣ୍ଣ ଟାଇମପିସ୍‍ ଆଇପି ସ୍ୱର୍ଣ୍ଣ ଆସ୍ତରଣ ଥିବା ଡୁଆଲ-ଟୋନ୍‍ ଷ୍ଟେନଲେସ ଷ୍ଟିଲ ଖୋଳ ମଧ୍ୟରେ ରହିଛି । ଏଥିରେ ଏକ ଗାଢ ଧୂସର ରଙ୍ଗର ଡାଏଲ ରହିଛି ଯାହା ସ୍ୱର୍ଣ୍ଣ ଆସ୍ତରଣ ଥିବା ସମୟ ସୂଚକଗୁଡିକ ଏବଂ ୦୫-୬୦ ଛପାଯାଇଥିବା ରିଂରେ ସଜ୍ଜିତ ହୋଇଛି । ଦାଗ-ପ୍ରତିରୋଧୀ ସାଫାୟାର ଗ୍ଲାସ୍‍ ୫୦ ମିଟର ଗଭୀରତା ପର୍ଯ୍ୟନ୍ତ ପାଣି ଭିତରେ ମଧ୍ୟ ଡାଏଲକୁ ସୁରକ୍ଷା ପ୍ରଦାନ କରୁଛି । ଅନନ୍ୟ ୨-ସ୍ତରୀୟ ଡାଏଲ ଡିଜାଇନ ଏବଂ ସେଥିରେ ସ୍ୱର୍ଣ୍ଣ ଆସ୍ତରଣ ଥିବା ସମୟ ସୂଚକଗୁଡିକ ନିଶ୍ଚିତ ଭାବରେ ଦୃଷ୍ଟି ଆକର୍ଷଣ କରିବାଭଳି ହୋଇଛି!
ଆଲ୍ୟୁରରେ କଳା ଅସଲି ଚମଡା ଷ୍ଟ୍ରାପ୍‍ ସଂଯୁକ୍ତ ହୋଇଛି ଯେଉଁଥିରେ ଷ୍ଟ୍ରାପ୍‍ ଅଦଳ ବଦଳ ସହଜରେ କରିବାକୁ ସ୍ପ୍ରିଂ ବାର୍‍ ଲାଗିଛି । ଚାଇରୋସ୍‍ ଆଲ୍ୟୁର ବାସ୍ତବିକ ଗ୍ଲାମରସ୍‍ ଦମ୍ପତିଙ୍କ ନିମନ୍ତେ ତିଆରି ହୋଇଛି, ଯେଉଁଥିରେ ଅଦ୍ୱିତୀୟ ଶୈଳୀ ରହିଛି!

0
0
0
s2sdefault