ପୁରୀ/ଅନିମେଶ ପଟ୍ଟନାୟକ: ମଙ୍ଗଳବାର ବିଶ୍ୱ ତମାଖୁ ଦିବସ । ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।