ହେଡଲାଇନସ୍:

ଧାନ କ୍ଷେତରେ ପତାକା ଉତ୍ତୋଳନ କଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରବି ନାରାୟଣ ସାହୁ (ଖୋର୍ଦ୍ଧା)--ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ କଡ଼ବ ଗ୍ରାମରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଆଜି ଚାଷ କ୍ଷେତରେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ । ଚାଷୀଟି ସଦାସର୍ବଦା ଦୁଃଖ କଷ୍ଟରେ ନିଜର ତୁଣ୍ଡ ଝାଳ ମୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ କରି ସମସ୍ତଙ୍କୁ ଆହାର ଯୋଗାଇଥାଏ । ପରିତାପର ବିଷୟ ଚାଷୀର ଦୁଃଖ ରହୁଥିବାରୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସୁବିଧା ସୁଯୋଗ ମିଳି ନ ଥିବାରୁ ନବ ନିର୍ମାଣ କୃଷକ ସଙ୍ଗଠନ ବିଭିନ୍ନ ସମୟରେ ପ୍ରତିବାଦ କରି ଆସୁଛନ୍ତି ।ଆଜି ସାଧାରଣ ତନ୍ତ୍ର ଦିବସରେ ବିଲରେ ପାଳନ କରାଯାଇଛି ।

0
0
0
s2sdefault