ହେଡଲାଇନସ୍:

ପଦ୍ମ ତାଲିକାରେ ଓଡ଼ିଶାର ୬ ଜଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୪ ପଦ୍ମ ବିଭୂଷଣ ୧୭ ଜଣ ପଦ୍ମ ଭୂଷଣ ଓ ୧୦୭ ପଦ୍ମଶ୍ରୀ । ଓଡ଼ିଶାର ୬ ଜଣ ପ୍ରତିଭାଧର ଏହି ପୁରସ୍କାର ତାଲିକାରେ ଅଛନ୍ତି | ପ୍ରଖ୍ୟାତ ଓଉପନ୍ୟାସିକା ପ୍ରତିଭା ରାୟ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ପଦ୍ମ ଭୂଷଣ ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, କ୍ରୀଡ଼ା କ୍ଷେତ୍ରରେ ପ୍ରମୋଦ ଭଗତ, ବୈଷୟିକ ବିଜ୍ଞାନ ପାଇଁ ଆଦିତ୍ୟ ପ୍ରସାଦ ଦାସ, କଳା କ୍ଷେତ୍ରରେ ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟ ପାଇଁ ନରସିଂହ ପ୍ରସାଦ ଗୁରୁ ପଦ୍ମଶ୍ରୀ ପୁରସ୍କାର ପାଇବେ ।

0
0
0
s2sdefault