ଭଦ୍ରକ, (ସୀତାକାନ୍ତ ପାଢ଼ୀ)-:ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚରମ୍ପା ବଣିଆ ପଞ୍ଚାୟତ ଅଧିନସ୍ଥ ଖିରେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାପୁଣ୍ଡିଆ ଠାରେ ଆଜି ଫାଇନାଲ ମେଚ ଅନୁଷ୍ଠିତ ହୋଇଯାଇଛି। ।ଏହି ମ୍ୟାଚ ଟି ୧୫ ଓଭର ମଧ୍ୟରେ ରେ ଖେଳ ଅନୁଷ୍ଠିତ ହୋଇଥିଲା । ଖୀରସାହି କୁ ପରାସ୍ତ କରି ବନ୍ଧ ଗାଁ ବିଜୟ ଲାଭ କରିଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଶହୀଦ ଭଗତ ସେନାର ର ଆବାହକ ସିନ୍ତାଂଶୁ ଶେଖର ମହାପାତ୍ର .ଏବଂ ବିଜତା ଟିମ୍ ଙ୍କୁ ପୁରସ୍କୃତ କରିଥିଲେ।
ରାଜ୍ୟ
ଖିରେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଖୀରସାହି କୁ ପରାସ୍ତ କରି ବନ୍ଧ ଗାଁ ଚାମ୍ପିୟନ
- Hits: 586








