ହେଡଲାଇନସ୍:

୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ଟୀକା ଦେବାପାଇଁ ଡିସିଜିଆଇଙ୍କ ଅନୁମୋଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡି ପ୍ରତିଷେଧକ ଟୀକା ଦେବାପାଇଁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଡ୍ରଗ୍ସ ଏବଂ କମ୍ପ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ ) ଅନୁମୋଦନ କରିଥିବା ଜଣାଯାଇଛି। ପିଲାମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ସବ୍ଜେକ୍ଟ ଏକ୍ସପର୍ଟ କମିଟି (SEC) ଆବଶ୍ୟକ ଅନୁମୋଦନ ଦେଇଛି ବୋଲି ଜାତୀୟ  ଗଣମାଧ୍ୟମ ଏଏନଆଇ ସୂତ୍ରରୁ ଜଣାପଡିଛି |

0
0
0
s2sdefault