ହେଡଲାଇନସ୍:

ଶିକ୍ଷା କ୍ଷେତ୍ରରେ ନୀତି ଆୟୋଗର ୫ ଆସ୍ପିରେସନଲ ଡିଷ୍ଟ୍ରିକ୍ଟ ତାଲିକାରେ ଓଡ଼ିଶାର ଦୁଇ ଜିଲ୍ଲା |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରକାଶ ପାଇଲା ନୀତି ଆୟୋଗର ଜୁନ ୨୦୨୧ ପାଇଁ ଡେ଼ଲ୍ଟା ରାଙ୍କୀଙ୍ଗ |  ଶିକ୍ଷା କ୍ଷେତ୍ରରେ ନୀତି ଆୟୋଗର ୫ ଆସ୍ପିରେସନଲ ଡିଷ୍ଟ୍ରିକ୍ଟ ତାଲିକାରେ ଓଡ଼ିଶାର ଦୁଇ ଜିଲ୍ଲା ସାମିଲ ହୋଇଛନ୍ତି | ଏହି ତାଲିକାର ପ୍ରଥମ ରେ ଓଡ଼ିଶାର କୋରାପୁଟ ଜିଲ୍ଲା ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବଲାଙ୍ଗୀର ଜିଲ୍ଲା | ସେହିପରି ଏହି ତାଲିକାରେ ଆସାମର ବାରପେଟା ଜିଲ୍ଲା ସ୍ଥାନ ପାଇଥିବା ବେଳେ ଚତୁର୍ଥ ସ୍ଥାନରେ ଅଛି ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲା | ସେହିପରି ତାଲିକାର ପଞ୍ଚମ ସ୍ଥାନରେ ଅଛି ଉତ୍ତରପ୍ରଦେଶର ଚାନ୍ଦାଉଲି ଜିଲ୍ଲା |

0
0
0
s2sdefault