ପଦ୍ମପୁର/ ଶାସକ ପ୍ରଶାସକ : ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ । ସେ ପଦ୍ମପୁର ଡାକ୍ତରଖାନାର ଚକ୍ଷୁବିଭାଗ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଅଛନ୍ତି । ସମ୍ବଲପୁର , ବରଗଡ ଓ ସୋନପୁର ର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ ଏକ କାଳିନ ଭାବରେ ପଦ୍ମପୁର କଲେଜରୋଡ଼ ସ୍ଥିତ ଘର ଓ ତାଙ୍କ ପୌତ୍ରୁକ ଘର ଟାଲ ଠାରେ ଚଢାଉ ଜାରି ରଖିଛନ୍ତି । ତାଙ୍କର ବ୍ୟାଙ୍କ ଅକାଉଣ୍ଟ ,ସୁନା ଗହଣା ଏବଂ ଜମି ପଟା ମାନ ଯାଞ୍ଚ ଚାଲିଛି ।
ରାଜ୍ୟ
ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ଚଢାଉ
- Hits: 2869









