ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ମା'ମାଣିକେଶ୍ଵରୀ ମନ୍ଦିର ସାହିରେ ରହୁଥିବା ଜନୈକ ଶିକ୍ଷକଙ୍କ ଘର ସମ୍ମୁଖରୁ ଏକ ୫ ଫୁଟିଆ ତମ୍ବା ରଙ୍ଗର ନାଗ ସାପକୁ ସ୍ଥାନୀୟ ବନାଞ୍ଚଳରେ କାର୍ଯ୍ୟରତ ଏଣ୍ଟିସ୍ମ୍ର ଗଲିଙ୍ଗ ସ୍କ୍ବାର୍ଡ଼ର କର୍ମଚାରୀ କେଦାରନାଥ ବେହେରା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାଗସାପଟିକୁ ଉଦ୍ଧାର କରିଥିଲେ।ତାପରେ ତାକୁ ନେଇ ୧୮ନଳା ନିକଟରେ ରହିଥିବା ଜଙ୍ଗଲରେ ଛାଡିଦେଇଥିଲେ।
ରାଜ୍ୟ
ଶିକ୍ଷକଙ୍କ ଘର ସମ୍ମୁଖରୁ ୫ ଫୁଟିଆ ତମ୍ବା ନାଗ ସାପ ଉଦ୍ଧାର
- Hits: 451