ହେଡଲାଇନସ୍:

ରାଜ୍ୟରେ ଜାରି ହେଲା ସମ୍ପୂର୍ଣ୍ଣ ଲକ ଡାଉନ : ସରକାର  କଲେ ଘୋଷଣା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : କରୋନାର ପ୍ରାବଲ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଜାରି କରିଛନ୍ତି ସମ୍ପିର୍ଣ୍ଣ ଲକଡାଉନ | ସରକାର  କଲେ ଘୋଷଣା | ଏହି ଲକ ଡାଉନ ଆସନ୍ତା ମେ ୫ ତାରୀଖ ସକାଳୁ ମେ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ | ଏ ସମୟରେ ଅତ୍ୟାବଶ୍ୟକ ସେବା ବଳବତ୍ତର ରହିବ ବୋଲି ଜଣାପଡିଛି | ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

0
0
0
s2sdefault