ହେଡଲାଇନସ୍:

ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟୀକାକରଣ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)ଝାରସୁଗୁଡା - ଆଜି ଜିଲ୍ଲାରେ ମୋଟ ୧୦୫୮ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟଠାରେ ୧୧୬ଜଣ , ଝାରସୁଗୁଡ଼ା ପୌରପାଳିକାରେ ୧୦୯ଜଣ , ବେଲପାହାଡ଼ ପୌରପାଳିକାରେ ୭୯ଜଣ,ବ୍ରଜରାଜନଗର ପୌରପାଳିକାରେ ୧୨୦ଜଣ,ଲଖନପୁର ବ୍ଲକ କାର୍ଯ୍ୟାଳୟରେ ୯୯ଜଣ,ଲଇକେରା ବ୍ଳକରେ ୧୦୧ଜଣ,କୋଲାବିରା ବ୍ଲକରେ ୧୦୧ଜଣ,କିର୍ମିରା ବ୍ଳକରେ ୯୩ଜଣ,ଝାରସୁଗୁଡ଼ା ରିଜର୍ଭ ପୋଲିସ ଲାଇନରେ ୧୨୦ଜଣ ଏବଂ ଓଏସ୍ଏପି ୨ୟ ବାଟାଲିଅନଠାରେ ୧୨୦ଜଣ କୋଭିଡ ଟୀକା ନେଇଛନ୍ତି।

0
0
0
s2sdefault