ହେଡଲାଇନସ୍:

ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟୀକାକରଣ : ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୧୩୬ ଜଣ କୋଭିଡ ଟୀକା ପ୍ରଦାନ କରାଯାଇଛି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଆଜି ଜିଲ୍ଲାରେ  ଚାରିଟି ସ୍ଥାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ବେଲପାହାଡ଼ ସରକାରୀ ଡାକ୍ତରଖାନା , ଲଖନପୁର ବ୍ଲକ କାର୍ଯ୍ୟାଳୟ ଏବଂ ଓଏସ୍ଏପି ୨ୟ ବାଟାଲିଅନଠାରେ ସମୁଦାୟ ୬୩୩ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୫ଜଣ , ବେଳପାହାଡ଼ ସରକାରୀ ଡାକ୍ତରଖାନାରେ ୧୫୪ଜଣ , ଲଖନପୁର ବ୍ଲକ କାର୍ଯ୍ୟାଳୟଠାରେ ୧୧୦ଜଣ ଏବଂ ଓଏସ୍ଏପି ୨ୟ ବାଟାଲିଅନରେ ୨୪୪ଜଣ କୋଭିଡ ଟୀକା ନେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୧୩୬ ଜଣ କୋଭିଡ ଟୀକା ନେଇଥିଲାବେଳେ ତନ୍ମଧ୍ୟରୁ  ୪୧୦୭ଜଣ ହେଲଥ ୱାର୍କର ଓ ୧୦୨୯ଜଣ ଫ୍ରଣ୍ଟ ଲାଇନ ୱାର୍କର ।

0
0
0
s2sdefault