ହେଡଲାଇନସ୍:

ନୂତନ ଭାବେ ସିଭିଲ କୋର୍ଟ ଉଦଘାଟିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କଲାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ବହୁ ପ୍ରତୀକ୍ଷିତ ନୂତନ ଭାବେ ସିଭିଲ କୋର୍ଟ ଆଜି ଉଦଘାଟିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ର ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସେସନ ଜଜ ପ୍ରଦୀପ କୁମାର ପଟ୍ଟନାୟକ,ଜୁଭିନାଇଲ ଜଷ୍ଟିସ କମିଟି  ପବିତ୍ର ମୋହନ ସାମଲ, ହାଇଟେକ ଆଇନଜୀବୀ ମାନସ ଚାନ୍ଦ, ଜୁନାଗଡ଼ ଜେଏମଏଫସି ର ବିଚାରପତି ମହାପାତ୍ର ସୁଯ୍ୟକାନ୍ତ ଆଚାର୍ଯ୍ୟ, ନୂତନ ସିଭିଲକୋର୍ଟ ଜଜ ସିଙ୍କୁନ ରଏ, ଜୁନାଗଡ଼ ବାର ଏସୋସିଏସନ ସଭାପତି ଅଶୋକ ପାତ୍ର, ସମ୍ପାଦକ ହିମାଂଶୁ ବରାଡ଼ ସମେତ କର୍ମକର୍ତା ଉପସ୍ଥିତ ଥିଲେ

0
0
0
s2sdefault