ହେଡଲାଇନସ୍:

ଅଧ୍ୟୟନ ପାଇଁ ମନୀଷାଙ୍କୁ ସହାୟତା କଲେ ଡ.ରାସେଶ୍ୱରୀ ପାଣିଗ୍ରାହୀ I

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ବରେଇପାଲି ଅଂଚଳର ପିତୃମାତୃ ହରା କଲେଜ ଛାତ୍ରୀ ମନୀଷା ଥାପ୍ପାଙ୍କ  ଅଧ୍ୟୟନ ପାଇଁ ବ୍ୟବସ୍ଥା କରିବା ସହିତ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ I ମନୀଷା ଥାପ୍ପାଙ୍କ ପିତାଙ୍କ ନିକଟ ଅତୀତରେ ଦେହାନ୍ତ ହୋଇ ଯାଇଛି  I ସ୍ବର୍ଗତ ସନ୍ତୋଷ ଥାପlଙ୍କ ଝିଅ ମନୀଷା ଥାପ୍ପାଙ୍କୁ ଥଇଥାନ ଯୋଜନାରେ ଚାକିରୀ  ପ୍ରଦାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ଡ.ପାଣିଗ୍ରାହୀ  ପ୍ରତିଶୃତି ମଧ୍ୟ ଦେଇଛନ୍ତି I

0
0
0
s2sdefault