ଭୁବନେଶ୍ୱର (ଶାସକ ପ୍ରଶାସକ) ବିଜେଡିର ଟାଣୁଆ ଯୁବ ନେତା, ବରିଷ୍ଠ ସାଧାରଣ ସମ୍ପାଦକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କ ଦେହରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ଡାକ୍ତରଙ୍କ ପରାମର୍ଶରେ ସଙ୍ଗରୋଧରେ ଅଛି | ସେ ନିଜେ ଏହା ଟୁଇଟ କରି ସୂଚାଇ ଛନ୍ତି | ସେ ଟୁଇଟରେ କହିଛନ୍ତି " ମୁଁ_ସଂଗରୋଧରେ_ଅଛି | ଯଦିଓ Coronaର କୌଣସି ଲକ୍ଷଣ ନାହିଁ; କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ Positive ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ 2ସପ୍ତାହ ସଂଗରୋଧରେ ରହୁଛି।"
ରାଜ୍ୟ
ମୁଁ ସଙ୍ଗରୋଧରେ ଅଛି : ଡାନି
- Hits: 594