ଭୁବନେଶ୍ୱର : ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ କୋଭିଡ ପଜିତିଭ ଚିହ୍ନଟ ହୋଇଛନ୍ତି । ସେ ଆଜି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନେ ନିଜ ନିଜର ପରୀକ୍ଷା କରାଇ ନେବା ପାଇଁ ସୁଶାନ୍ତ ଅନୁରୋଧ କରିଛନ୍ତି
ସେ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି ଯେ " Today I have tested Covid-19 positive and in home isolation. Now I am stable. All those have been in close proximity to me in the last few days are requested to please get themselves tested, if necessary. "