ଆଜି ବି ୧୧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ କରୋନା ମାରିଛି ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ତେତିଶ ଶହ ମାର୍କ | ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୮୪ ଜଣ କରୋନା ପଜିଟିଭ | ଆଜି ସମସ୍ତଙ୍କୁ ଟପି ଯାଇଛି କଟକ | ଆଜି ରାଜ୍ୟରେ ୩୩୮୪ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୨୫୬ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୭୨ ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୬୨୮୧୩ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ରେକର୍ଡ ପରିମାଣର ୩୩୪୩ ଜଣ | ଆଜି ସର୍ବାଧିକ ଖୋରଧାରୁ ୫୮୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୨, ବାଲେଶ୍ୱର ୧୧୯, ବରଗଡ ୧୫୭, ଗଂଜାମ ୧୭୭, ମୟୁରଭଞ୍ଜ ୧୭୭, ଯାଜପୁର ୧୭୬, ପୁରୀ ୧୨୧, ରାୟଗଡା ୧୫୪, ସମ୍ବଲପୁର ୧୮୨, ସୁନ୍ଦରଗଡ ୧୦୧ ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 26th August
New Positives Cases: 3384
In quarantine: 2128
Local contacts: 1256
New Recoveries: 3343
Cumulative Tested: 1553257
Positive: 90986
Recovered: 62813
Active Cases: 27672
District Wise Cases
1. Angul: 13
2. Balasore: 119
3. Bargarh: 157
4. Bhadrak: 82
5. Balangir: 99
6. Boudh: 5
7. Cuttack: 492
8. Deogarh: 16
9. Dhenkanal: 60
10. Gajapati: 9
11. Ganjam: 177
12. Jagatsinghpur: 43
13. Jajpur: 176
14. Jharsuguda: 94
15. Kalahandi: 27
16. Kandhamal: 58
17. Kendrapada: 76
18. Keonjhar: 63
19. Khurda: 587
20. Koraput: 89
21. Malkangiri: 44
22. Mayurbhanj: 177
23. Nawarangpur: 31
24. Nayagarh: 76
25. Nuapada: 19
26. Puri: 121
27. Rayagada: 154
28. Sambalpur: 182
29. Sonepur: 37
30. Sundargarh: 101