ହେଡଲାଇନସ୍:

ଆଜି ବିଏମସି ଅଂଚଳରୁ ୧୧୮ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଖନ୍ତୁ କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୧୮ ଜଣ କରନା ପଜିଟିଭ | ସେମାନଙ୍କ ମଧ୍ୟରେ ୭୧ ଜଣ କବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ସାଧାରଣ ଆଚଳରୁ ଆକ୍ରାନ୍ତ | ଫଳରେ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୩୪୭୨ ହୋଇଥିବା ବେଳେ ଏଯାବତ ସୁସ୍ଥ ହେଲେଣି ୨୧୫୧ | ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି | ଦେଖନ୍ତୁ କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ସକ୍ରିୟ ଆକ୍ରାନ୍ତ ! 

 

0
0
0
s2sdefault