ହେଡଲାଇନସ୍:

ବଢ଼ିଲା ଫସଲ ବୀମା ପଞ୍ଜିକରଣ ଅବଧି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟାୟ ଯୋଗୁ ଫସଲହାନି ଜନିତ କ୍ଷୟକ୍ଷତି ଭରଣା ପାଇଁ ଧାନ, ମକା, ମାଣ୍ଡିଆ, ଚିନାବାଦାମ, ହରଡ, କପା, ଅଦା, ହଳଦୀ ଆଦି ଫସଲ ପାଇଁ  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ତେଣୁ ଚାଷୀ ଭାଇ ମାନେ ସେମାନଙ୍କ ଫସଲ ବୀମା ପାଇଁ  ଅଗଷ୍ଟ ୫ ତାରିଖ ସୁଦ୍ଧା ପଞ୍ଜିକରଣ କରିବାକୁ ରାଜ୍ୟ କୃଷି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

 

0
0
0
s2sdefault