ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ସ୍ଥିତ ଘନଶ୍ୟାମ ହେମଳତା ଵିଦ୍ୟା ମନ୍ଦିର ରେ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କ ଶତ ପ୍ରତିଶତ ସଫଳତା ଦେଖିବାକୁ ମିଳିଛି ଉକ୍ତ ପରୀକ୍ଷାରେ ୮୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦% ପରୀକ୍ଷାର୍ଥୀ ୧ମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ,ବିଦ୍ୟାଳୟ ରେ ସର୍ବୋଚ୍ଚ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନେ ହେଲେ କିଷାନ ସିଂ ୯୨%,ଅନୁଷ୍କା ମିଶ୍ର ୯୧.୬%, ଅଭିଷେକ ପାଣ୍ଡେ ୯୧% ରଖିଥିବାରେ ସଫଳ ହୋଇଛନ୍ତି ।କିଷାନ ସିଂ ଗଣିତରେ ଶତ ପ୍ରତିଶତ ମାର୍କ ରଖିଛନ୍ତି ।ଏହି ସଫଳତା ନିମନ୍ତେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ଦାଶ ,ପରିଚାଳନା କମିଟିର ସଦସ୍ୟଗଣ ଓ ଶିକ୍ଷକ ଶିକ୍ଷତ୍ରି ମାନେ ଅଭିନନ୍ଦନ ଜଣେଇଥିଲେ ।
ରାଜ୍ୟ
ଘନଶ୍ୟାମ ହେମଳତା ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା ।
- Hits: 334