ହେଡଲାଇନସ୍:

ସୁସ୍ଥ ହେଲେ ଆଉ ୧୨୦ ଜଣ ,  ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୦ ଜଣ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୫୯୪ରେ | ସେମାନଙ୍କ ମଧ୍ୟରେ ଗଂଜାମରେ ୩୩, ଗଜପତି ରେ ୧୮, ସୋନପୁରରେ ୧୩, ବାଲେଶ୍ୱରରେ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରେ ୮ ଜଣ ଲେଖାଏ, ମୟୁରଭଞ୍ଜରୁ ୭ ଜଣ , ୪ ଜଣ କଟକରୁ ଓ  ଯାଜପୁର, ନୟାଗଡ ଏବଂ ନୂଆପଡାରୁ ୩ ଜଣ ଲେଖାଏ, ଢେଙ୍କାନାଳ , ପୁରୀ ଓ  ରାୟଗଡାରୁ ୨ ଜଣ ଲେଖାଏ ଓ  କେନ୍ଦ୍ରାପଡ଼ା  ଓ  କଳାହାଣ୍ଡିରୁ ଜଣେ ଲେଖାଏ  ଅନ୍ତର୍ଭୁକ୍ତ | 

0
0
0
s2sdefault