ହେଡଲାଇନସ୍:

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା:  ଗଜପତି ଜିଲ୍ଲାପାଳ ଦେଲେ ଜିଲ୍ଲାବାସୀଙ୍କୁ ବାର୍ତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ଶାସକ ପ୍ରଶାସକ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଯୋଗୁ ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା ସମ୍ପର୍କରେ ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଲେ ଗଜପତି ଜିଲ୍ଲାପାଳ | ସୂଚନାଯୋଗ୍ୟ ଯେ,  ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାr ଆବଶ୍ୟକ ମୁକାବିଲା କରିବା ନିମିତ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଏକ ପ୍ରାକପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଅନୁପମ ସାହ କଣ  କହୁଛନ୍ତି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଶୁଣନ୍ତୁ ..

0
0
0
s2sdefault