ହେଡଲାଇନସ୍:

ଆସନ୍ତାକାଲି ସକାଳ ୧୦ଟା ରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର// ନିରୋଜ ମିଶ୍ର : ଆସନ୍ତାକାଲି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଦୁଇଟି ଶ୍ରମିକ ସ୍ପେସିଆଲ ଟ୍ରେନ ବଲାଗିଂର ଆସିବ । ତେଣୁ ଆସନ୍ତାକାଲି ସକାଲ ୧୦ଟା ରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଲାଗିଂର ସହର ର ରେଲୱେ ଷ୍ଟେସନ-ମଦନଗୁଡିଆ ଛକ ଭାଗିରଥି ଛକ-କୋସଲ ଛକ ରାସ୍ତା , ବେହେରାପାଲି ଛକରୁ କଚେରୀ ଛକ ରାସ୍ତା,  ରେଲୱେ ଷ୍ଟେସନ-ସୁଦପଡା-ବେହେରାପାଲି ରେଲୱେ ଓଭର ବ୍ରୀଜ-ପୁଇଁନ୍ତଲା ରାସ୍ତା, ବେହେରାପାଲି୍ରୁ ସମ୍ୱଲପୁର ରାସ୍ତା ଭାୟା  ଏନ.ଏଚ ଅଫିସ-ଲକ୍ଷ୍ମୀଜୋର ରାସ୍ତାକୁ କର୍ଫ୍ୟୁ ଜୋନ ଭାବରେ ଘୋଷଣା କରାଯାଇଛି । ଏହି ରାସ୍ତାରେ ୧୪୪ ଧାରା ଜାରୀ କରାଯିବ । ବଲାଗିଂର ଉପ-ଜିଲ୍ଳାପାଳକଂ ସୂଚନା ।

0
0
0
s2sdefault