ପୁଣି ୧୦ ପଜିଟିଭ : ଗଂଜାମରୁ ୭, ରାଜଧାନୀରୁ ୩ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ ) : ପୁଣି ଚିହ୍ନଟ ହୋଇଛନ୍ତି ୧୦ କରୋନା ପଜିଟିଭ ଦୁଇଟି ଦଫାରେ |  ଗୋଟିଏ ଦଫାରେ : ଗଂଜାମରୁ ୭ ଓ ଆଉ ଗୋଟେ ଦଫାରେ ରାଜଧାନୀରୁ ୩ ଜଣ ହୋଇଛନ୍ତି ଚିହ୍ନଟ | ଗଞ୍ଜାମରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୪୩ ବର୍ଷ ,  ୪୮ ବର୍ଷ, ୨୫ ବର୍ଷ , ୨୯ ବର୍ଷ , ୩୯ ବର୍ଷ , ୨୫ ବର୍ଷ  ଓ  ୬୦ ବର୍ଷ | ସମସ୍ତେ ସୁରାଟ ଫେରନ୍ତା | .

ସେହିପରି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ତିନି ଜଣଙ୍କ ବୟସ ଯଥାକ୍ରମେ  ୩୬( ମଂଚେଶ୍ୱର), 34 (ଭିଏସଏସ ନଗର) ଓ  ୬୭ବର୍ଷ ( ସୂର୍ଯ୍ୟନଗର) |

0
0
0
s2sdefault