ତୃତୀୟ  ଅପଡେଟ : ଆଉ ତିନି ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁଣି ତିନି କରୋନା ପଜିଟିଭ ରାଜ୍ୟରେ | ଜଣେ ଜଗତସିଂପୁରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ବାଲେଶ୍ୱରରୁ |  ଜଗତସିଂପୁରରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ରୋଗୀଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଓ ସୁରଟ ଫେରନ୍ତା ବାଲେଶ୍ୱରର ଦୁଇ ରୋଗୀଙ୍କ ବୟସ ୨୬ ବର୍ଷ ଓ ୨୯ ବର୍ଷ |  ଏହା ଦ୍ୱାରା ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୦୯ରେ ପହଂଚିଛି | 

0
0
0
s2sdefault