ହେଡଲାଇନସ୍:

କରୋନା ଯୁଦ୍ଧ : ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ହାଟଡିହି(ମକରଧ୍ବଜ ଜେନା):  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତି ଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି |   ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | କରୋନା ମୁକାବିଲା କ୍ଷେତ୍ରରେ ନନ୍ଦିପଦା ପୋଲିସର କାର୍ଯ୍ୟ ଦକ୍ଷତା ଓ ସଠିକ ଭାବେ ପୋଲିସ ନିଜର ଦାୟିତ୍ୱ ତୁଲାଇବା କୁ ପ୍ରଶଂସା କରି ସମ୍ବର୍ଦ୍ଧିତ କରିଥିବା ବିଧାୟକ ପ୍ରାର୍ଥୀ ସେଠି କହିଛନ୍ତି | ସୂଚନା ଯୋଗ୍ୟ ଏହି ଥାନା ଅଧୀନରେ 108 ଟି ଗ୍ରାମ ରହିଛି. ଯାହାକି ଜିଲା ର ଏକ ଗୁରୁତ୍ୱପୂର୍ଣ ଥାନା ଭାବେ ଜଣାଶୁଣା ଅଟେ | 

0
0
0
s2sdefault