ହେଡଲାଇନସ୍:

୧୪୭ରେ ପହଂଚିଲା କରୋନା ପଜିଟିଭ : ଯାଜପୁରରୁ ଆଉ ଦୁଇ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)ଯାଜପୁରରୁ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ଦୁଇଜଣ ଯାଜପୁରର କଣ୍ଟନମେଣ୍ଟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ବିରାଜପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୫ ବର୍ଷ | ସେହିପରି କଟିକଟା ଅଂଚଳରୁ ହ୍ୱିହ୍ନଟ ହୋଇଥିବା ମହିଳାଙ୍କ ବୟସ ୭୫ ବର୍ଷ |  ଏହି ଦୁଇ ଜଣଙ୍କୁ ମିଶାଇ କରୋନା ପଜିଟିଭ ଚିହ୍ନଟ ସଂଖ୍ୟା ୧୪୭ରେ ପହଂଚିଛି | 

 

0
0
0
s2sdefault