ହେଡଲାଇନସ୍:

ଏବେ ତାମିଲନାଡୁ ଫେରନ୍ତାଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ : ବଲାଙ୍ଗୀରରେ ପଶିଲା କରୋନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ)ନୂଆ ଜିଲ୍ଲାରେ ପଶିଛି କରୋନା | ଆଜି ବଲାଙ୍ଗୀର ଜିଲ୍ଲାରେ କରୋନା ତା ଉପସ୍ଥିତି ଜାହିର କରିଛି | ଦୁଇଜଣ  ବାହାରିଛନ୍ତି କରୋନା ପଜିଟିଭ ବାହାରିଛନ୍ତି ଆଜିର ଦ୍ଵିତୀୟ ଦଫାରେ | ପ୍ରଥମ ଦଫାରେ ବାଲେଶ୍ୱରର ଜଣେ କଲିକତା ଫେରନ୍ତା ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ  କ୍ଷେତ୍ରରେ ଏହି ରୋଗର ଲକ୍ଷଣ ଚିହ୍ନଟ ହୋଇଥିବା ବେଳେ  ଦିନର ସେକେଣ୍ଡ ଅପଡେଟ ରେ ବଲାଙ୍ଗୀର ଳେଖରିଆ ଗ୍ରାମରେ ଦୁଇଜଣ ଯୁବକ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ |  ସେମାନଙ୍କ ବୟସ ଯଥାକ୍ରମେ ୧୮ ଓ ୨୨ |ଉଭୟ ତାମିଲନାଡୁ ଫେରନ୍ତା |  ଏମାନଙ୍କୁ ମିଶାଇ କରୋନା ପଜିଟିଭ  ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଂଚିଛି | 

0
0
0
s2sdefault