ହେଡଲାଇନସ୍:

ବନ ବିଭାଗ ଚଢ଼ାଉ : ହରିଣ ମାଂସ ଜବତ , ଦୁଇ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର ,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା  ବଡରମା ରେଞ୍ଜ ଅଧୀନ ଆମ୍ବଲାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ଘରେ ଆଜି ଦିନ  ୧୧ଟାରେ ବନ ବିଭାଗ ଚଢ଼ାଉ କରିଥିଲା l ସେଠାରୁ ସାଢେ ୪ କେଜି ହରିଣ ମାଂସ, ୨ଟି ଟାଙ୍ଗିଆ, ଗୋଟିଏ ପନିକି, ତାରଫାଶ, ତରାଜୁ, ରୋଷେଇ ବାସନ, ରନ୍ଧା ମାଂସ ଜବତ କରାଯାଇଛି l ଘଟଣାସ୍ଥଳରୁ ଦେବେନ୍ଦ୍ର ପ୍ରଧାନ (୬୦) ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ମିତ୍ରଭାନୁ ପ୍ରଧାନ (୪୦) ଙ୍କୁ ବନ ବିଭାଗ ଗିରଫ କରିଛି l

.

0
0
0
s2sdefault