ହେଡଲାଇନସ୍:

ନେହେରୁ ଯୁବ କେନ୍ଦ୍ର ଅନୁଗୋଳ  ତରଫରୁ ମାସ୍କ ତିଆରି ପ୍ରତି ଯୋଗୀତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନୁଗୋଳ :-  ଭାରତ ସରକାରଙ୍କ ନେତୃତ୍ବ ଧିନ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ବର୍ତ୍ତମାନ ସମୟରେ ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ ମାସ୍କ ତିଆରି ପ୍ରତି ଯୋଗୀତା ଆରମ୍ଭ କରିଛନ୍ତି  । ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ୩୦ ସେକେଣ୍ଡ ର ଭିଡିଓ ଓ ୩/୪ ଟା ଫୋଟ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜିଲ୍ଲା ଯୁବ ସଂଯୋଜକ ନୁମ୍ବର କୁ ପଠେଇ ପାରିବେ । ଏନେଇ ଜିଲ୍ଲା ଯୁବ ସଂଯୋଜକ ପ୍ରଦୀପ କୁମାର ସୂଚନା ଦେଇଛନ୍ତି । ଯେଉଁ ମାନଙ୍କ ଫୋଟୋ ଓ ଭିଡିଓ ଶ୍ରେଷ୍ଠ ବିବେଚିତ ହେବ ତାଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି ଯାହା ଲକ ଡାଉନ ପରେ ଦିଆଯିବ । ଫୋଟୋ ଓ ଭିଡିଓ ପଠେଇବାର ଶେଷ ତାରିଖ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅଛି । 

ଭିଡିଓ ଓ ଫୋଟୋ ପଠାଇବାର ଠିକଣା  whatssapp ନମ୍ବର +91 81696 56300

କିମ୍ବା ଇ ମେଲ - nyksangul@gmail. com 

 ଭିଡିଓ ୩୦ ସେକେଣ୍ଡ ର ହୋଇଥିବା ଆବଶ୍ୟକ ।

0
0
0
s2sdefault