ହେଡଲାଇନସ୍:

ଆଉ ନୂଆ ୩ କରୋନା ରୋଗୀ : ସବୁ ଇସ୍ପାତ ନଗରୀରୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୁଣି ଆଉ ନୂଆ ୩ କରୋନା ରୋଗୀ ଚିହ୍ନଟ କରାଯାଇଛି |  ସେମାନେ ସମସ୍ତେ ଇସ୍ପାତ ନଗରୀ ରାଉରକେଲାର | ଦୁଇଜଣ ହେଉଛନ୍ତି ପୂର୍ବର କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ  | ଆଉ ଜଣେ ହେଉଛନ୍ତି ସସପେକଟେଡ଼ କଣ୍ଟାକଟ | ସେମାନଙ୍କ ବୟସ ଯଥାକ୍ରମେ ୨୩(ପୁରୁଷ), ୬୦(ପୁରୁଷ) ଓ ୫୭(ମହିଳା) | ଏହି ୩ଜଣଂକୁ ମିଶାଇ କରୋନା ପଜିଟିଭଙ୍କ ସଂଖ୍ୟା ୧୦୩ ରେ ପହଂଚିଛି | 

0
0
0
s2sdefault