ଭୁବନେଶ୍ୱର(ଶାସକ ପ୍ରଶାସକ) ଯାଜପୁରରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହେବ ସହ କରୋନା ଓଡିଶା ମାଟିରେ ସେଞ୍ଚୁରୀ ମାରିଛି । ଅର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଂଚି ଯାଇଛି | ଏମାନଙ୍କ ବୟସ ଯଥାକ୍ରମେ ୫୨, ୨୩, ୪୯, ୫୭ , ୩୯ ଓ ୫୦ ବର୍ଷ | ଏମାନେ ସମସ୍ତେ ପଶ୍ଚିମବଙ୍ଗ/ କୋଲକାତା ଫେରନ୍ତା |
ରାଜ୍ୟ
ଯାଜପୁରରେ ନୂଆ ୪ ପଜିଟିଭ ସହ ସେଞ୍ଚୁରୀ ମାରିଲା କରୋନା
- Hits: 287