ହେଡଲାଇନସ୍:

ଅସ୍ଥାୟୀ ମେଡ଼ିକାଲ କେମ୍ପ ଓ ରଙ୍ଗାମାଟିଆ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  କୋଭିଡ଼-୧୯ ଭୂତାଣୁର ମୁକାବିଲା ନେଇ ଆଜି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶାମାଖୁଣ୍ଟା ବ୍ଲକ ଅଧୀନସ୍ଥ ଟିକରପଡ଼ା ସରକାରୀ ପଲିଟେକ୍ନିକ୍ ସମେତ ବ୍ଲକର ୨ଟି ସ୍ଥାନରେ ହୋଇଥିବା ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ପରିଦର୍ଶନ କରିଥିଲେ । ଏଥି ସହିତ ରଙ୍ଗାମାଟିଆ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରପରିଦର୍ଶନ କରି କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ପରାମର୍ଶ ଦେଇଥିଲେ ।

0
0
0
s2sdefault