ହେଡଲାଇନସ୍:

ଡାକ୍ତରଙ୍କ ସହଯୋଗ ଲୋଡିଲେ ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର(ଶାସକ ପ୍ରଶାସକ) : ସନ୍ଦିଗ୍ଧ କରୋନା ବ୍ୟକ୍ତିଙ୍କୁ ଡାକ୍ତରୀ ସାହାଯ୍ୟ ଯୋଗାଇ ଦେବା  କୋଭିଡ୍-୧୯ ଟେଲିମେଡ଼ିସିନ୍ ନାମରେ ଏକ ହେଲପଲାଇନ୍ ର ଶୁଭାରମ୍ଭ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମହତ୍ୱାକାଂକ୍ଷୀ ଉଦ୍ୟମ ହୋଇଛି  । ଏହି ନିଶୁଲ୍କ ହେଲପଲାଇନ୍ ନଂ ହେଉଛି 14410 ରହିଥିବା ବେଳେ  କଫ, ଜ୍ୱର, କ୍ଲାନ୍ତ କିମ୍ବା ଶ୍ଵାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ବ୍ୟକ୍ତିମାନେ ଏହି  ହେଲପଲାଇନ୍ ରେ ଯୋଗାଯୋଗ କରିପାରିବେ ।

ତେଣୁ ଏହି ମହତ୍ୱାକାଂକ୍ଷୀ ଉଦ୍ୟମ ଆରମ୍ଭ ହେବ ପରେ ଏହାର ନିଷ୍ଠାପୂର୍ଣ୍ଣ ସଫଳତା paai ଡାକ୍ତରମାନଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତରମାନେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସହଯୋଗ କରିବାକୁ ଆଗ୍ରହୀ ଡାକ୍ତରମାନେ  www.bit.Iy/IndiaTeleMed.ରେ ସେମାନଙ୍କ ନାମ  ପଞ୍ଜିକରଣ ଲୋକଙ୍କୁ ନିଃଶୁଳ୍କ ସେବା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଡାକ୍ତରମାନଙ୍କ ସେବା ପାଇଁ ରାଜ୍ୟ ସେମାନଙ୍କ ପାଖରେ କୃତଜ୍ଞ ରହିବ ବୋଲି ମୁଖ୍ୟମନ୍ତ୍ରୀ  ତାଙ୍କ ଆହ୍ୱାନରେ ଅନୁରୋଧ କରିଛନ୍ତି ।

0
0
0
s2sdefault